ରଘୁ Raghu
- ସଂ. ବି (ରଘ୍ ଧାତୁ+କର୍ତ୍ତୃ. ଉ) ସୂର୍ଯ୍ୟବଂଶୀୟ ନୃପତି ବିଶେଷ — Name of a king of the Solar dynasty of ancient India
- ସଂ. ବି (ରଘ୍ ଧାତୁ+କର୍ତ୍ତୃ. ଉ) [ଦ୍ର— ଏ ମହାରାଜ ଦିଲୀପଙ୍କ ପୁତ୍ର, ଅଜଙ୍କ ପିତା, ଦଶରଥଙ୍କ ପିତାମହ ଓ ରାମଚନ୍ଦ୍ରଙ୍କ ପ୍ରପିତାମହ। ଏ ବାହୁବଳରେ ବାହୁରାଜ୍ୟ ଜୟ କରିଥିଲେ ଓ ଏହାଙ୍କଠାରୁ 'ରଘୁବଂଶ' ନାମ ହୋଇଅଛି। ଏ ବହୁରାଜ୍ୟ ଜୟ କରି ଅବଶେଷରେ ବିଶ୍ୱଜିତ୍ ଯଜ୍ଞ ଅନୁଷ୍ଠାନ କରି ବ୍ରାହ୍ମଣମାନଙ୍କୁ ସର୍ବସ୍ୱ ଦାନ କରିଥିଲେ। ଏହାଙ୍କ ବଂଶୀୟ ରାଜାମାନେ ଅଯୋଧ୍ୟାରେ ରାଜପଣ କରୁଥିଲେ।]
- ସଂ. ବି (ରଘ୍ ଧାତୁ+କର୍ତ୍ତୃ. ଉ) (ବହୁବଚନରେ ବ୍ଯବହୃତ ସଂ. ରଘବଃ)—ରଘୁବଂଶୀୟ ନୃପତି ଗଣ — The kings of the Raghu dynasty
- ସଂ. ବି (ରଘ୍ ଧାତୁ+କର୍ତ୍ତୃ. ଉ) ରଘୁ ରାଜାଙ୍କ ବଂଶ — The family of king Raghu
- ସଂ. ବି (ରଘ୍ ଧାତୁ+କର୍ତ୍ତୃ. ଉ) କାଳିଦାସ କୃତ ମହାକାବ୍ୟ ରଘୁବଂଶ — 'The Raghubaṁsa'; an epic poem by Kālidāsa
- ଦେ. ବି. ପୁଂ (ଆଦରାର୍ଥକ) — ରଘୁନାଥ ନାମକବ୍ଯକ୍ତିର ଡାକନାମ।
- ଦେ. ବି. ପୁଂ (ଆଦରାର୍ଥକ) — (ରଘୁନି—ଅଦରାର୍ଥକ ଅନ୍ଯରୂପ)
- ଦେ. ବି. ପୁଂ (ଆଦରାର୍ଥକ) — [ଉ—ପିଲାଏ ମାଇଲେ ଟେକା, ରଘୁ ପଳେଇଲେ ଏକା। ଶିଶୁଗୀତ।]