ରଗଡ଼ା Ragaṟḍ̠ā
- ଦେ. ବି. (ସଂ. ଘର୍ଷଣ) — ଟାଣ ବସ୍ତୁଦ୍ୱୟର ପରସ୍ପର ଘର୍ଷଣ — Rubbing; grinding
- ଦେ. ବି. (ସଂ. ଘର୍ଷଣ) — (ଯଥା—ଦାନ୍ତ ରଗଡ଼)
- ଦେ. ବି. (ସଂ. ଘର୍ଷଣ) — (ମୁଗ ଇତ୍ୟାଦିକୁ) ଚକିରେ ପେଷିବା — Pulverising; grinding or splitting of grains and lentils
- ଦେ. ବି. (ସଂ. ଘର୍ଷଣ) — କାନ ମୋଡ଼ା — Crushing of the ears
- ବିଣ — କଙ୍କରମୟ — Gravelly
- ବିଣ — ପେଷା ହୋଇଥିବା — Pulversed; ground; rubbed; split
- ବିଣ — ବଗଡ଼ା; ଖଦଡ଼ା — Rough
- ବିଣ — (ଯଥା—ରଗଡ଼ା ପଥର)
- ବିଣ — ମୋଟା — Coarse
- ବିଣ — (ଯଥା—ରଗଡ଼ା ଗାମୁଛା)
- ବିଣ — ଟାଣ; କର୍କଶ — Rough; harsh