ରଖିଆ Rakhiā

  • ଦେ. ବିଣ. ଓ ବି. ପୁଂ — (ସଂ. ରକ୍ଷିତ)—ସ୍ତ୍ରୀ ଦ୍ୱାରା ସ୍ୱାମୀରୂପେ ବ୍ଯବହୃତ ଉକ୍ତ ସ୍ତ୍ରୀକୁ ବିବାହ କରି ନ ଥିବା ବ୍ଯକ୍ତି — (a person) Maintained by a woman as her paramour
  • ବିଣ — ରକ୍ଷିତ — Kept
  • ବିଣ — ରକ୍ଷାକର୍ତ୍ତା — Protecting
  • ଦେ. ବି—(ସଂ. ରକ୍ଷକ) — ରକ୍ଷକ; ପାଳକ — 1. Protector; saver
  • ଦେ. ବି—(ସଂ. ରକ୍ଷକ) — ଜଗୁଆଳି — Guard; watchman
  • ଦେ. ବି—(ସଂ. ରକ୍ଷକ) — ମୁରବୀ — Guardian
  • ଗ୍ରା. ବି—(ସଂ. ରକ୍ଷା) — ରକ୍ଷା (ଦେଖ) — Rakshā (See)