ରକ୍ଷଣ Rakshaṇa

  • ସଂ. ବି. (ରକ୍ଷ ଧାତୁ+ଭାବ. ଅନ) — ରକ୍ଷା; ପାଳନ — Preserving; protecting
  • ସଂ. ବି. (ରକ୍ଷ ଧାତୁ+ଭାବ. ଅନ) — ପରିତ୍ରାଣ — Saving
  • ସଂ. ବି. (ରକ୍ଷ ଧାତୁ+ଭାବ. ଅନ) — ଆଶ୍ରୟ ଦାନ — Sheltering; giving shelter
  • ସଂ. ବି. (ରକ୍ଷ ଧାତୁ+ଭାବ. ଅନ) — ପାଖରେ ରଖିବା — Keeping; custody
  • ସଂ. ବି. (ରକ୍ଷ ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ) ବିଷ୍ଣୁ — A name of Bishṇu. (Apte)
  • ସଂ. ବିଣ (+ କର୍ତ୍ତୃ. ଅନ) — ରକ୍ଷକ — Protecting