ରକ୍ତପ Raktapa

  • ସଂ. ବିଣ. ପୁଂ.— (ରକ୍ତ + ପା ଧାତୁ + କର୍ତ୍ତୁ. ଅ) — ରକ୍ତ— ପାନକାରୀ; ଯେ ରକ୍ତ ପିଏ — Blood-drinking; blood-sucking
  • ବି. — ରାକ୍ଷସ — A blood-sucking goblin or demon