ଯୌନ J̄a̲u̲na

  • ସଂ. ବିଣ.—(ଯୋନି+ସମ୍ବନ୍ଧେ. ଅ; ଯୋନିର ଯୋଗରୁ ବା ସମ୍ବନ୍ଧରୁ ଆଗତ) — ଯୋନି ସମ୍ବନ୍ଧୀୟ — Relating to the female organ
  • ସଂ. ବିଣ.—(ଯୋନି+ସମ୍ବନ୍ଧେ. ଅ; ଯୋନିର ଯୋଗରୁ ବା ସମ୍ବନ୍ଧରୁ ଆଗତ) — ମାତୃଗର୍ଭ ସମ୍ବନ୍ଧୀୟ — Uterine
  • ସଂ. ବିଣ.—(ଯୋନି+ସମ୍ବନ୍ଧେ. ଅ; ଯୋନିର ଯୋଗରୁ ବା ସମ୍ବନ୍ଧରୁ ଆଗତ) — ମାତୃ— ଗର୍ଭ ଜାତ — Born from the mother's womb
  • ସଂ. ବିଣ.—(ଯୋନି+ସମ୍ବନ୍ଧେ. ଅ; ଯୋନିର ଯୋଗରୁ ବା ସମ୍ବନ୍ଧରୁ ଆଗତ) — ବିବାହସମ୍ବନ୍ଧୀୟ — Matrimonial; resulting from marriage
  • ବି. — ଯୋନି ସମ୍ବନ୍ଧୀୟ ପାପ, ନୀଚ ଯୋନି ବା ନିଷିଦ୍ଧ ଯୋନିର ସଙ୍ଗମ କରିବା ଜନିତ ପାପ — Incest; sexual sin committed by a man; sin due to a man cohabiting with a female of prohibited decree
  • ବି. — ବିବାହ — Marriage (Apte)
  • ବି. — ବିବାହ ସମ୍ବନ୍ଧ — Matrimonial alliance (Apte)
  • ବି. — ମହାଭାରତରେ ଉଲ୍ଲିଖିତ ଉତ୍ତରାପଥର ଏକ ପ୍ରାଚୀନ ଜାତି (ଏମାନେ ପୂର୍ବେ ଯବନ ଥିବା ଅନୁମିତ) (ହି. ଶବ୍ଦସାଗର) — Name of an ancient tribe of North India