ଯୋପନ J̄opana

  • ସଂ. ବି (ଯୁପ୍ ଧାତୁ+ଭାବ ଅନ) — ଲିଭାଇଦେବା — Effacing; blotting out (Apte)
  • ସଂ. ବି (ଯୁପ୍ ଧାତୁ+ଭାବ ଅନ) — (+କରଣ ଅନ) ଯାହାଦ୍ୱାରା ଲିଭାଇ ଦିଆଯାଏ — Anything used for effacing or blotting (Apte)
  • ସଂ. ବି (ଯୁପ୍ ଧାତୁ+ଭାବ ଅନ) — (+ଭାବ ଅନ)—କଷ୍ଟଦେବା; ପୀଡ଼ନ — Molesting; oppressing (Apte)
  • ସଂ. ବି (ଯୁପ୍ ଧାତୁ+ଭାବ ଅନ) — ଯାହା ଗୋଳମାଳରେ ପକାଏ — Confusing; perplexing (Apte)