ଯୋନୀ J̄onī
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ସ୍ତ୍ରୀଜନନେନ୍ଦ୍ରିୟ; ଭଗ — A Vagina; the vulave; the female organ of generation
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — କାରଣ; ହେତୁ — Cause; origin
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଉତ୍ପତ୍ତି ସ୍ଥଳ — The place of origin; source; spring
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — [ଦ୍ର—ଜୀବମାନଙ୍କର ଉତ୍ପତ୍ତିସ୍ଥଳ ହିନ୍ଦୁ ଶାସ୍ତ୍ରରେ 84 ଲକ୍ଷ ପ୍ରକାର ବୋଲି ବର୍ଣ୍ଣିତ ହୋଇ ଅଛି, କିନ୍ତୁ ପ୍ରଧାନତଃ ଜୀବମାନେ ଏହି ଦୃଷ୍ଟିରେ 4 ଶ୍ରେଣୀରେ ବିଭକ୍ତ ଯଥା—ଅଣ୍ଡଜ, ସ୍ୱେଦଜ, ଉଦ୍ଭିଜ୍ଜ, ଜରାୟୁଜ। ସଂସାରରେ ଜଳଜନ୍ତୁ— 9 ଲକ୍ଷ, ସ୍ଥାବର 20 ଲକ୍ଷ, କୃମି 11 ଲକ୍ଷ, ପକ୍ଷୀ. 1 ଲକ୍ଷ, ପଶୁ 30 ଲକ୍ଷ, ମନୁଷ୍ୟ 4 ଲକ୍ଷ, ସର୍ବ— ମୋଟ 84 ଲକ୍ଷ ଜୀବ ବୋଲି ଶାସ୍ତ୍ରରେ କଥିତ। ଜୀବ ସ୍ୱୀୟ କର୍ମ ଫଳରେ ଏ ସବୁଯୋନିରେ ଭ୍ରମଣ କରେ। ମନୁଷ୍ୟ— ଯୋନି ସବୁଠାରୁ ଶ୍ରେଷ୍ଠ ଓ ଦୁର୍ଲଭ—ହି. ଶ] — [ଦ୍ର—ଜୀବମାନଙ୍କର ଉତ୍ପତ୍ତିସ୍ଥଳ ହିନ୍ଦୁ ଶାସ୍ତ୍ରରେ84ଲକ୍ଷ ପ୍ରକାର ବୋଲି ବର୍ଣ୍ଣିତ ହୋଇ ଅଛି, କିନ୍ତୁ ପ୍ରଧାନତଃ ଜୀବମାନେ ଏହି ଦୃଷ୍ଟିରେ4ଶ୍ରେଣୀରେ ବିଭକ୍ତ ଯଥା—ଅଣ୍ଡଜ, ସ୍ୱେଦଜ, ଉଦ୍ଭିଜ୍ଜ, ଜରାୟୁଜ ସଂସାରରେ ଜଳଜନ୍ତୁ—9ଲକ୍ଷ, ସ୍ଥାବର20ଲକ୍ଷ, କୃମି11ଲକ୍ଷ, ପକ୍ଷୀ.1ଲକ୍ଷ, ପଶୁ30ଲକ୍ଷ, ମନୁଷ୍ୟ4ଲକ୍ଷ, ସର୍ବ— ମୋଟ84ଲକ୍ଷ ଜୀବ ବୋଲି ଶାସ୍ତ୍ରରେ କଥିତ ଜୀବ ସ୍ୱୀୟ କର୍ମ ଫଳରେ ଏ ସବୁଯୋନିରେ ଭ୍ରମଣ କରେ ମନୁଷ୍ୟ— ଯୋନି ସବୁଠାରୁ ଶ୍ରେଷ୍ଠ ଓ ଦୁର୍ଲଭ—ହି. ଶ]
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଜୀବ— ଗଣର ମାତୃ ଗର୍ଭରୁ ଉତ୍ପତ୍ତି ସ୍ଥାନ — The passage through which animals are born
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଜଳ — Water
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — କୌଣସି ଜୀବରୂପରେ ଜାତ ପ୍ରାଣୀମାନଙ୍କ ବିଭାଗ, ଜାତି ବା ବର୍ଗ (ହି. ଶ.) — Species of animals
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଉତ୍ପତ୍ତିର କାରଣ — Generating cause (Apte)
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଖଣି; ଆକର (ହି. ଶ) — Mine
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଆଧାର — Seat; repository; receptacle (Apte)
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଆବାସ — Home; a bode (Apte)
- ସଂ. ବି. (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ) — ଜୀବ— ରୂପେ ଅବସ୍ଥିତି — Form of animal existence (Apte)