ଯୋନିଜ J̄onija
- ସଂ. ବିଣ. ପୁଂ — ଜରାୟୁଜ ଓ ଅଣ୍ଡଜ (ପ୍ରାଣୀ); ମାତୃଯୋନି ନିଃସୃତ ଶରୀରବିଶିଷ୍ଟ — Viviparous; born from the mother's womb
- ସଂ. ବିଣ. ପୁଂ — [ଦ୍ର—ସୀତା ମାତୃଗର୍ଭରୁ ଜାତ ହୋଇ ନ ଥିବାରୁ ତାଙ୍କର ଏକ ବିଶେଷଣ ଅଯୋନିଜା।]
- ସଂ. ବି. — ଜରାୟୁଜ ବା ଅଣ୍ଡଜ ପ୍ରାଣୀ — Viviparous animal