ଯୋଧୀ J̄odhī

  • ସଂ. ବି. ପୁଂ (ଯୁଧ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯୋଦ୍ଧା — Warrior; combatant
  • ସଂ. ବି. ପୁଂ (ଯୁଧ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ବୀର — Hero
  • ଦେ. ବି ଓ ବିଣ. ପୁଂ ଓ ସ୍ତ୍ରୀ — ଯୋଧା (ଦେଖ) — J̄odhā (See)