ଯୋଟିବା J̄oṭibā

  • ଦେ. କ୍ରି (ସଂ. ଯୁର୍ଜ ଧାତୁ, ଯୁଟ ଧାତୁ) — ଜୁଟିବା (ଦେଖ) — Juṭibā (See)
  • ଦେ. କ୍ରି (ସଂ. ଯୁର୍ଜ ଧାତୁ, ଯୁଟ ଧାତୁ) — (ସଂ. ଯୁଟ ଧାତୁ ଣିଚ୍ ଯୋଟି ଧାତୁ, ଯୁଜ ଧାତୁ ଣିଚ୍ ଯୋଜି ଧାତୁ) ଯୋଚିବା (ଦେଖ) — J̄ochibā (See)
  • ଦେ. କ୍ରି (ସଂ. ଯୁର୍ଜ ଧାତୁ, ଯୁଟ ଧାତୁ) — [ଉ—ଏହା କହି ଗାଣ୍ଡିବ ଚାପେ ଗୁଣ ଯୋଟି, ବିନ୍ଧିଲେ ଗନ୍ଧର୍ବେ ଦେଖାଇ ବିକ୍ରମୁଟି—କୃଷ୍ଣସିଂହ ମହାଭାରତ. ବନ।]
  • ଦେ. କ୍ରି (ସଂ. ଯୁର୍ଜ ଧାତୁ, ଯୁଟ ଧାତୁ) — ଉପମାରେ ସମତୁଲ ହେବା; ସମକଛ ହେବା — To be found equal in comparison; to tally with