ଯୋଗକୁ J̄ogaku
- ଦେ. ଅ. — ଘଟନା ଚକ୍ରରେ — Incidentally
- ଦେ. ଅ. — ଘଟନାକ୍ରମେ — In the course of event
- ଦେ. ଅ. — ଭାଗ୍ୟକ୍ରମେ — As luck would have it
- ଦେ. ଅ. — ସୁଯୋଗକ୍ରମେ — Fortunately; lucky
- ଦେ. ଅ. — ଦୈବାତ୍ — Accidentally; by chance
- ଦେ. ଅ. — (ଯଥା—ଯୋଗକୁ ଆପଣଙ୍କୁ ଭେଟିଲି ନଚେତ୍ ଆପଣଙ୍କୁ ଖୋଜି ଖୋଜି ବଡ଼ ହଟହଟା ହୋଇ ଥାଆନ୍ତି।)