ଯୋଗ ବଳ J̄oga baḻa

  • ସଂ. ବି. (ମ. ପ. ଲୋ; ଯୋଗ+ବଳ) — ଯୋଗସାଧନଜନିତ ଅସାଧାରଣ ଶକ୍ତି ବା କ୍ଷମତା — Supernatural power or strength derived by a person practising 'J̄oga' or abstract meditation
  • ସଂ. ବି. (ମ. ପ. ଲୋ; ଯୋଗ+ବଳ) — ଐନ୍ଦ୍ରଜାଲିକ ଶକ୍ତି — Magical power (Apte.)