ଯୋଗ ପଟ୍ଟ J̄oga paṭṭa

  • ସଂ. ବି. — ଯୋଗସାଧନ କାଳରେ ବ୍ୟବହୃତ ବସ୍ତ୍ରବିଶେଷ; (ଯାହା ଦ୍ୱାରା ଯୋଗୀଙ୍କର ପୃଷ୍ଠ ଓ ଜାନୁ ବନ୍ଧନ କରାଯାଏ) — A sort of cloth drawn round the back and the hips of an ascetic as he squats to practise 'J̄oga' or abstract meditation