ଯୋକିଆ J̄okiā

  • ଦେ. ବି. (ସଂ. ଯୋଗ) — ଦୁଇ ମୁଣ୍ଡରେ ବକ୍ରାକାର ଯେଉଁ ଲୌହ କଣ୍ଟା ଦ୍ୱାରା ଲଙ୍ଗଳମୁଣ୍ଡାରେ ଫାଳକୁ ବା ଲଙ୍ଗଳଲୁହାକୁ ଦୃଢ଼ ରୂପରେ ସଂଯୁକ୍ତ କରାଯାଏ — An iron nail bent on both ends and put over the groove of a plough-blade to keep the ploughshare in position
  • ଦେ. ବି. (ସଂ. ଯୋଗ) — ଜୋକିଆ (ଦେଖ) — Jokiā (See)