ଯେ J̄e

  • ଦେ. ସର୍ବ.—(ସଂ. ଯଜ୍; ତୁଳ. ପ୍ରା, ଜେ) — ଯେଉଁ ବ୍ୟକ୍ତି — Who
  • ଦେ. ସର୍ବ.—(ସଂ. ଯଜ୍; ତୁଳ. ପ୍ରା, ଜେ) — [ଉ—ଅଷ୍ଟ ଦୁର୍ଗର ଯେ, ନିତି ସେ ମୋ ପାଦେ ଭଜେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଞ. ଗୀତ।]
  • ଦେ. ସର୍ବ.—(ସଂ. ଯଜ୍; ତୁଳ. ପ୍ରା, ଜେ) — ଯାହା; ଯେଉଁ ସ୍ଥାନ, ସମୟ, ବିଷୟ ବା ବସ୍ତୁ — Which
  • ଦେ. ସର୍ବ.—(ସଂ. ଯଜ୍; ତୁଳ. ପ୍ରା, ଜେ) — [ଉ—ଚମ୍ପା ନାଗେଶ୍ୱର ବଉଳ କେଶର, ସେ ଫୁଲ ଫୁଟଇ କାହିଁ ? ସେ ଫୁଲ ଫୁଟଇ ସେହି ଦେଶରେ, ଯେ ଦେଶ ରସିକା ନାହିଁ। ତଗ।] 3 । (ବହୁବଚନ — [ଉ—ଚମ୍ପା ନାଗେଶ୍ୱର ବଉଳ କେଶର, ସେ ଫୁଲ ଫୁଟଇ କାହିଁ ? ସେ ଫୁଲ ଫୁଟଇ ସେହି ଦେଶରେ, ଯେ ଦେଶ ରସିକା ନାହିଁ ତଗ]3 (ବହୁବଚନ
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— ପାଦପୂରଣାର୍ଥକ ଅବ୍ୟୟ — That; for that
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— [ଉ—କଣ୍ଟାକରାଟ; କଣ୍ଟାଗଛ ମୂଳେ ପାଇଲି ଭେଟ ନାଗର! ତୁମେ ଯେ ଏଡ଼ିକି ଶଠ! ଢଗ]
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— ନିଶ୍ଚାୟାର୍ଥକ ଅବ୍ୟୟ — Too
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— [ଉ— କାହାଗେ କହିବି ଶୁଣିବ କେ? ସାଆନ୍ତ ଅବୁଝା ମାରିବ ଯେ। ଢଗ।]
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— ଯେବେ (ହେତ୍ୱର୍ଥକ ବା ଅପେକ୍ଷାର୍ଥକ ଅବ୍ୟୟ) — (Causative); If
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— [ଉ—ନରସିଂହଭୋଗ ଖିରିକି, କେତେ ଅନଉଛୁ ନିରିଖି, ଫଳ ହୋଇଛି ଯେ ଖାଇବୁ? ଫୁଲ ହୋଇଛି ଯେ ନାଇବୁ? ତୁ ଯାହିଁପାଇଁ ଡହଳବିକଳ, ସାତ ଜନମରେ ପାଇବୁ ?—ଢଗ।]
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— ପଦ୍ୟରେ ଅକ୍ଷର ପୂରଣାର୍ଥ ନିରର୍ଥକ ଅବ୍ୟୟ — An indeclinable used to fill up the shortage of syllables in a poetical line
  • ସଂ. ଯତ୍ ଶବ୍ଦର ପୁଂଲିଙ୍ଗ ବହୁବଚନ)—ଯେଉଁମାନେ — Those. ଅ .— [ଉ—କାଳ ଯେ ପୁରୁଷ ତାର କରଣ ଅଟଇ। ପ୍ରାଚୀ—ଶ୍ରୀ ଗୁରୁଭକ୍ତି ଗୀତା।]