ଯେମତେ J̄emate

  • ଦେ. ଅ (ସଂ. ଯନ୍ନତଂ; ପ୍ରା ଜେମ) — ଯେଉଁପରି; ଯେପରି; ଯେଉଁ ପ୍ରକାରେ — Like which; in which way
  • ଦେ. ଅ (ସଂ. ଯନ୍ନତଂ; ପ୍ରା ଜେମ) — [ଉ— ସୌରାଜ୍ୟେ ପ୍ରଜା ପୂର୍ଣ୍ଣ ରାଷ୍ଟ୍ର ଯେମତି। ରାଧାନାଥ. ତୁଳସୀ ସ୍ତବକ।]
  • ଦେ. ଅ (ସଂ. ଯନ୍ନତଂ; ପ୍ରା ଜେମ) — ଯଥା — As