ଯେପରି J̄epari
- ଦେ. ଅ (ସଂ. ଯତ୍ପ୍ରକାରେଣ) — ଯେଉଁପ୍ରକାରେ — In which manner
- ଦେ. ଅ (ସଂ. ଯତ୍ପ୍ରକାରେଣ) — ଯେଉଁକ୍ଷଣରେ — No sooner than; as soon as
- ଦେ. ଅ (ସଂ. ଯତ୍ପ୍ରକାରେଣ) — (ବାକ୍ୟରେ ଜୋର୍ ଦେବାପାଇଁ) ଫଳତଃ — So that; be careful that
- ଦେ. ଅ (ସଂ. ଯତ୍ପ୍ରକାରେଣ) — [ଯଥା—ସାବଧାନ ରହିବ, କଥାଟା ଯେପରି ପ୍ରକାଶ ନ ହୁଏ।]
- ଦେ. ଅ (ସଂ. ଯତ୍ପ୍ରକାରେଣ) — ଯେଉଁପ୍ରକାରର — Of which kind
- ଦେ. ଅ (ସଂ. ଯତ୍ପ୍ରକାରେଣ) — (ଯଥା—ଯେପରି ଦିଅଁକୁ ସେପରି ପୂଜା, ବାଲି ଗରଡା଼କୁ ଚାଉଳ ଭଜା—ଢଗ]
- ଦେ. ଅ (ସଂ. ଯତ୍ପ୍ରକାରେଣ) — ଯଥା; ଉଦାହରଣସ୍ୱରୂପ — As for instance
- ଦେ. ଅ (ସଂ. ଯତ୍ପ୍ରକାରେଣ) — (ଯଥା—ମରହଟ୍ଟିଆ ଲୋକେ ଛନ୍ଦ କପଟ ଜାଣନ୍ତି ନାହିଁ, ଯେପରି ରାମ ନନ୍ଦେ, ଶାମ ମିଶ୍ରେ।)