ଯେଉଠା J̄euṭhā
- ଗ୍ରା. ସର୍ବନାମ — ଯେଉଁ ସ୍ଥାନ — Which
- ଗ୍ରା. ସର୍ବନାମ — [ଦ୍ର—ଏ ଶବ୍ଦର 2 ୟା ବିଭକ୍ତିରେ ଯେଉଁଠାକୁ, 5 ମୀ ବିଭକ୍ତିରେ ଯେଉଁଠାରୁ, ଯେଉଁଠୁଁ; 6 ଷ୍ଠୀରେ ଯେଉଁଠାର; 7 ମୀରେ ଯେଉଁଠାରେ, ଯେଉଠା(ଠେ)ଇ, ଯେଉଁଠି ହୁଏ] — [ଦ୍ର—ଏ ଶବ୍ଦର2ୟା ବିଭକ୍ତିରେ ଯେଉଁଠାକୁ,5ମୀ ବିଭକ୍ତିରେ ଯେଉଁଠାରୁ, ଯେଉଁଠୁଁ;6ଷ୍ଠୀରେ ଯେଉଁଠାର;7ମୀରେ ଯେଉଁଠାରେ, ଯେଉଠା(ଠେ)ଇ, ଯେଉଁଠି ହୁଏ]
- ଗ୍ରା. ସର୍ବନାମ — ଯେଉଁ ସ୍ଥାନର — Of which place