ଯୂଥ Jūtha

  • ସଂ. ବି (ଯୂ ଧାତୁ=ମିଶିବା+କର୍ତ୍ତୃ. ଥ; ଉ ସ୍ଥାନରେ ଊ) — ସ୍ୱଜାତୀୟ ପଶୁ ପକ୍ଷୀଆଦିଙ୍କ ଦଳ; ପହ୍ଲ — A herd or flock (of birds or beasts)
  • ସଂ. ବି (ଯୂ ଧାତୁ=ମିଶିବା+କର୍ତ୍ତୃ. ଥ; ଉ ସ୍ଥାନରେ ଊ) — [ଦ୍ର—ସଂସ୍କୃତରେ ଯୂଥର ଅର୍ଥ ପଶୁପକ୍ଷୀଙ୍କ ଗୋଷ୍ଠୀ, ମନୁଷ୍ୟ— ଗୋଷ୍ଠୀକୁ ଯୁଥ ବୋଲାଯାଏ ନାହିଁ; କିନ୍ତୁ ଯୁଥ ଶବ୍ଦରୁ ଅଧୂନାରଚିତ 'ଯୌଥ' ମନୁଷ୍ୟର ଦଳସମ୍ବନ୍ଧୀୟ କାରବାର ଆଦିକୁ ବୁଝାଉଅଛି]