ଯୂତି J̄ūti

  • ସଂ.ବି(ଯୂ ଧାତୁ=ମିଶ୍ରିତ କରିବା+ଭାବ. ତି; ଉ=ଊ, ନିପାତନ) — ଏକତ୍ରୀକରଣ; ମିଶ୍ରଣ — Mixing; mixture
  • ସଂ.ବି(ଯୂ ଧାତୁ=ମିଶ୍ରିତ କରିବା+ଭାବ. ତି; ଉ=ଊ, ନିପାତନ) — 2 ସଂଯୋଗ — 2ସଂଯୋଗ—2. Union
  • ସଂ.ବି(ଯୂ ଧାତୁ=ମିଶ୍ରିତ କରିବା+ଭାବ. ତି; ଉ=ଊ, ନିପାତନ) — (ଗଣିତ) ସଙ୍କଳନ; ଯୋଗ — (Arithmetic) Addition