ଯୂକ J̄ūka

  • ସଂ. ବି. ପୁଂ (ଯୁ ଧାତୁ=ମିଶିବା+କର୍ତ୍ତୃ. କ୍ୱିପ୍, କ ଯୋଗ, ଉ ସ୍ଥାନରେ ଊ; ଯାହା କେଶ ସଙ୍ଗେ ମିଶିଯାଏ) — ମତ୍କୁଣ; ଉକୁଣୀ — Louse