ଯୁ J̄ū

  • ଗ୍ରା. ସର୍ବ (ସଂ. ଯତ) — ଯେଉଁ — Which
  • ଗ୍ରା. ଅ. (ସଂ. ଯୁଗ) — ଯୁଆଳିରେ କାନ୍ଧ ଲଗାଇବା ପାଇଁ ବଳଦଙ୍କୁ ଡାକିବା — An exclamation used by cartmen and ploughmen exhorting the bullocks to put their shoulders to the yoke
  • ବୈଦେ. ବି — ଜୁ (ଦେଖ) — Ju (See)