ଯୁବତୀ J̄ubatī
- ସଂ. ବିଣ. ପୁଂ (ଯୁବନ୍+ତି; ଯୁବତି+ଈ) — ପ୍ରାପ୍ତ— ଯୌବନା — Youthful (girl); young
- ବି — ପ୍ରାପ୍ତଯୌବନା ସ୍ତ୍ରୀ; ତରୁଣୀ; 16 ବର୍ଷଠାରୁ 3 ବର୍ଷ ବୟସ୍କା ସ୍ତ୍ରୀ — ପ୍ରାପ୍ତଯୌବନା ସ୍ତ୍ରୀ; ତରୁଣୀ;6ବର୍ଷଠାରୁ3ବର୍ଷ ବୟସ୍କା ସ୍ତ୍ରୀ—. A youthful woman; a young woman (between the ages of6and30)
- ବି — ନବଯୌବନା ବାଳିକା — A girl who has recently attained puberty
- ବି — [ଦ୍ର— 16 ବର୍ଷ ବୟସରେ ବାଳା, 30 ବର୍ଷ ବୟସ ପର୍ଯ୍ୟନ୍ତ ତରୁଣୀ, 55 ବର୍ଷ ପର୍ଯ୍ୟନ୍ତ ପ୍ରୌଢ଼ା, ତଦୂର୍ଦ୍ଧ୍ୱ ବୟସ୍କା ବା ବୃଦ୍ଧା। — [ଦ୍ର—16ବର୍ଷ ବୟସରେ ବାଳା,30ବର୍ଷ ବୟସ ପର୍ଯ୍ୟନ୍ତ ତରୁଣୀ,55ବର୍ଷ ପର୍ଯ୍ୟନ୍ତ ପ୍ରୌଢ଼ା, ତଦୂର୍ଦ୍ଧ୍ୱ ବୟସ୍କା ବା ବୃଦ୍ଧା
- ବି — କାମଶାସ୍ତ୍ର ମତରେ ବାଳା ପ୍ରାଣଦା, ତରୁଣୀ ସ୍ୱାସ୍ଥ୍ୟଦାୟିନୀ, ପ୍ରୌଢ଼ା ବାର୍ଦ୍ଧକ୍ୟ ଉତ୍ପାଦନକାରିଣୀ ଓ ବୃଦ୍ଧା ପ୍ରାଣହାରିଣୀ ଅଟନ୍ତି।
- ବି — ନିଦାଘ ଓ ଶରତ୍କାଳରେ ବୃଦ୍ଧା, ବର୍ଷା ଓ ବସନ୍ତରେ ପ୍ରୌଢ଼ା, ହେମନ୍ତ ଓ ଶିଶିରରେ ଯୁବତୀ ସୁଖପ୍ରଦା ହୁଅନ୍ତି।]
- ବି — ହରିଦ୍ରା; ହଳଦୀ — Turmeric
- ବି — (ଜ୍ୟୋତିଷ) କନ୍ୟା ରାଶି — The Virgo sign of the zodiac