ଯୁଧାନ J̄udhāna
- ସଂ. ବି. (ଯୁଧ୍ ଧାତୁ+କର୍ତ୍ତୃ. ଆନ) — ଯୋଦ୍ଧା — Warrior
- ସଂ. ବି. (ଯୁଧ୍ ଧାତୁ+କର୍ତ୍ତୃ. ଆନ) — ସୈନିକ — Soldier
- ସଂ. ବି. (ଯୁଧ୍ ଧାତୁ+କର୍ତ୍ତୃ. ଆନ) — କ୍ଷତ୍ରିୟ — A person of the military caste amongst the Hindus
- ସଂ. ବି. (ଯୁଧ୍ ଧାତୁ+କର୍ତ୍ତୃ. ଆନ) — ଶତ୍ରୁ — Enemy; adversary