ଯୁକ୍ J̄uk
- ସଂ. ବିଣ (ଯୁଜ୍ ଧାତୁ=ନିନ୍ଦା କରିବା +କର୍ମ. କ୍ୱିପ୍) — ମନ୍ଦ — Bad
- ସଂ. ବିଣ (ଯୁଜ୍ ଧାତୁ=ନିନ୍ଦା କରିବା +କର୍ମ. କ୍ୱିପ୍) — ନିନ୍ଦିତ — Blameworthy
- ସଂ. ବିଣ (ଯୁଜ୍ ଧାତୁ=ନିନ୍ଦା କରିବା +କର୍ମ. କ୍ୱିପ୍) — ଘୃଣିତ — Hateful
- ସଂ. ବିଣ (ଯୁଜ୍ ଧାତୁ=ନିନ୍ଦା କରିବା +କର୍ମ. କ୍ୱିପ୍) — ସମାଧି— ରତ — Contemplative; engaged in meditation
- ବି—(ଯୁଜ୍, ଧାତୁ=ଯୋଗ କରିବା+ କର୍ମ. କ୍ୱିପ୍ — ଯୁଗଳ; ଯୁଗ୍ମ — A pair; a couople
- ବି—(ଯୁଜ୍, ଧାତୁ=ଯୋଗ କରିବା+ କର୍ମ. କ୍ୱିପ୍ — ଦୈର୍ଘ୍ୟପରିମାଣବିଶେଷ; ଏକ ମାଇଲରୁ କିଛି ଅଳ୍ପ ଦୂରତା — A unit of measure (i.e. 300 poles)
- ବି—(ଯୁଜ୍, ଧାତୁ=ଯୋଗ କରିବା+ କର୍ମ. କ୍ୱିପ୍ — ଯୁଗ୍ (ଦେଖ) — J̄ug (See)