ଯିସ୍ J̄is

  • ଦେ. ସର୍ବ.—(ସଂ. ଯତ୍ ଶବ୍ଦ; ଫା. ଓ ହିନ୍ଦୀ—ଆକାର; 1 ମା. 1 ବ. ଯାହା — Which; what
  • ଦେ. ସର୍ବ.—(ସଂ. ଯତ୍ ଶବ୍ଦ; ଫା. ଓ ହିନ୍ଦୀ—ଆକାର; 1 ମା. 1 ବ. [ଉ— ଏଥୁ ଅନନ୍ତରେ ଯିସ, କହିବା ଗୋବିନ୍ଦ ରସ, ଜୟଦେବ ଯେଉଁ ଭାଷା ପ୍ରଳାଶ ଶୁଣ। ପ୍ରାଚୀ. ରସବାରିଧି।]
  • ଦେ. ସର୍ବ.—(ସଂ. ଯତ୍ ଶବ୍ଦ; ଫା. ଓ ହିନ୍ଦୀ—ଆକାର; 1 ମା. 1 ବ. ଯେଉଁ — Which
  • ଦେ. ସର୍ବ.—(ସଂ. ଯତ୍ ଶବ୍ଦ; ଫା. ଓ ହିନ୍ଦୀ—ଆକାର; 1 ମା. 1 ବ. [ଉ—କୁମର ସକଳ କଥା କହିଲା ଯିସ ବେବସ୍ଥା। ପ୍ରାଚୀ. ପ୍ରତାପ. ଶଶିଶେଣା।]
  • ଦେ. ସର୍ବ.—(ସଂ. ଯତ୍ ଶବ୍ଦ; ଫା. ଓ ହିନ୍ଦୀ—ଆକାର; 1 ମା. 1 ବ. [ଦ୍ର—ଏ ଶବ୍ଦର ପ୍ରୟୋଗ ପୁରାତନ ଓଡ଼ିଆ (ଯଥା— ନୃସିଂହପୁରାଣ ( 1 ) ଲେଖାରେ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଏହାକୁ ଏହି ଆକାରରେ କେହି ବ୍ୟବହାର କରିବା ଦେଖାଯାଏ ନାହିଁ।] — [ଦ୍ର—ଏ ଶବ୍ଦର ପ୍ରୟୋଗ ପୁରାତନ ଓଡ଼ିଆ (ଯଥା— ନୃସିଂହପୁରାଣ (1) ଲେଖାରେ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଏହାକୁ ଏହି ଆକାରରେ କେହି ବ୍ୟବହାର କରିବା ଦେଖାଯାଏ ନାହିଁ]