ଯିମିତି J̄imiti
- ଗ୍ରା. ଅ. (ସଂ. ଯଦ୍ବତ୍) — ଯେଉଁପରି; ଯେଉଁ ପ୍ରକାରେ; ଯେମନ୍ତେ; ଯେଉଁରୂପେ — By which means; in which manner
- ଗ୍ରା. ଅ. (ସଂ. ଯଦ୍ବତ୍) — ଯେଉଁକ୍ଷଣି — As soon as; no sooner than
- ଗ୍ରା. ଅ. (ସଂ. ଯଦ୍ବତ୍) — ସର୍ବ=ଯେମନ୍ତ; ଯେଉଁ ପ୍ରକାରର — Of which kind
- ଗ୍ରା. ଅ. (ସଂ. ଯଦ୍ବତ୍) — [ଉ—ଯିମିତି ଦିଅଁକୁ ସିମିତି ପୂଜା, ବାଲି— ଗରଡ଼ାକୁ ଚାଉଳ ଭଜା—ଢଗ।]