ଯିଆତି J̄iāti

  • ଗ୍ରା. ଅ (ସଂ. ଯତ୍+ଜାତୀୟ, ଯଜ୍ଜାତୀୟ) — ଯେଉଁପରି
  • ଗ୍ରା. ଅ (ସଂ. ଯତ୍+ଜାତୀୟ, ଯଜ୍ଜାତୀୟ) — (ଉ—କିଆତି ! ଚଇତି ମାସରେ ନୂଆ ଗୁଡ଼ ଖାଇ କଣ୍ଡୁ କୁଣ୍ଡେଇଲେ ଯିଆତି—ଢଗ।)