ଯାସ J̄āsa

  • ସଂ. ବି. (ରାସ୍ ଧାତୁ=ଚେଷ୍ଟା କରିବା+କରଣ. ଅ) — ରକ୍ତବର୍ଣ୍ଣ ଦୁରାଲଭା — The red variety of Hedysarum Alhagi (plant)
  • ସଂ. ବି. (ରାସ୍ ଧାତୁ=ଚେଷ୍ଟା କରିବା+କରଣ. ଅ) — (+ଭାବ. ଅ) ଚେଷ୍ଟା; ଉଦ୍ୟମ — Endeavour; effort (Apte)