ଯାମଳ J̄āmaḻa
- ସଂ. ବି. (ଯମଳ+ସ୍ୱାର୍ଥେ. ଅ) — ଯୋଡ଼ା — A pair; couple; a brace
- ସଂ. ବି. (ଯମଳ+ସ୍ୱାର୍ଥେ. ଅ) — ଯମଜ ସନ୍ତାନ ଦ୍ୱୟ — Twins
- ସଂ. ବି. (ଯମଳ+ସ୍ୱାର୍ଥେ. ଅ) — ତନ୍ତ୍ରଶାସ୍ତ୍ରବିଶେଷ — Name of a group of Hindu Tantras (or mystic lore)
- ସଂ. ବି. (ଯମଳ+ସ୍ୱାର୍ଥେ. ଅ) — [ଦ୍ର—ସୃଷ୍ଟି, ଜ୍ୟୋତିଷାଖ୍ୟାନ, ନିତ୍ୟକୃତ୍ୟ, ପ୍ରଦୀପନକ୍ରମସୂତ୍ର, ବର୍ଣ୍ଣଭେଦ, ଜାତିଭେଦ, ଯୁଗଧର୍ମ ଓ ସଂଖ୍ୟା ଏହି ଅଷ୍ଟବିଧ ଲକ୍ଷଣାକ୍ରାନ୍ତ ତନ୍ତ୍ରଶାସ୍ତ୍ର— ବିଶେଷ। ଏହା ଷଡ଼ବିଧ—ଆଦିଯାମଳ, ବ୍ରହ୍ମଯାମଳ, ବିଷ୍ଣୁ— ଯାମଳ, ରୁଦ୍ରାଯାମଳ, ଗଣେଶଯାମଳ ଓ ଆଦିତ୍ୟ ଯାମଳ— (ହି. ଶ)
- ସଂ. ବି. (ଯମଳ+ସ୍ୱାର୍ଥେ. ଅ) — ଆଦିଯାମଳରେ 35 ହଜାର 300 ବ୍ରହ୍ମଯାମଳରେ 24 ହଜାର 200 ବିଷ୍ଣୁଯାମଳରେ 24 ହଜାର 220 ରୁଦ୍ରଯାମଳରେ 4 ହଜାର 435 ଗଣେଶଯାମଳରେ 1 ହଜାର 332 ଓ ଆଦିତ୍ୟଯାମଳରେ 12 ହଜାର ଶ୍ଳୋକ ଅଛି।] — ଆଦିଯାମଳରେ35ହଜାର300ବ୍ରହ୍ମଯାମଳରେ24ହଜାର200ବିଷ୍ଣୁଯାମଳରେ24ହଜାର220ରୁଦ୍ରଯାମଳରେ4ହଜାର435ଗଣେଶଯାମଳରେ1ହଜାର332ଓ ଆଦିତ୍ୟଯାମଳରେ12ହଜାର ଶ୍ଳୋକ ଅଛି]