ଯାମଳା J̄āmaḻā
- ଦେ. ବି — ଯାମଳ (ଦେଖ) — J̄āmaḻa (See)
- ଦେ. ବି — ଯମଳାର୍ଜୁନ (ଦେଖ) — J̄āmalārjuna (See)
- ଦେ. ବିଣ — ଜୋଡ଼ି ହୋଇ ଜନ୍ମିଥିବା — Born as twins
- ଦେ. ବିଣ — ଜୋଡ଼ିକିଆ — In a pair; a pair of
- ଦେ. ବିଣ — [ଉ—ଯାମଳା ଯାମଳା ପୂର୍ବ ଶାପୁଁ ତରିଲା—ଅଭିମନ୍ୟୁ. ବିଗଗ୍ଧଚିନ୍ତାମଣି।)