ଯାବସ J̄ābasa
- ସଂ. ବି. (ଯବସ=ଘାସ+ପ୍ରାଚୁର୍ଯ୍ୟାର୍ଥେ. ଅ) — ଘାସ ଗଦା — A heap of grass (Apte)
- ସଂ. ବି. (ଯବସ=ଘାସ+ପ୍ରାଚୁର୍ଯ୍ୟାର୍ଥେ. ଅ) — ଗୋମେଷାଦିଙ୍କ ଖାଦ୍ୟ ନଡ଼ା କୁଟା — Foder (Apte)
- ସଂ. ବି. (ଯବସ=ଘାସ+ପ୍ରାଚୁର୍ଯ୍ୟାର୍ଥେ. ଅ) — ରନ୍ଧା ହୋଇ ନ ଥିବା ଖାଦ୍ୟସାମଗ୍ରୀ — Provisions (Apte)