ଯାବତ J̄ābata

  • ଦେ. ଅ (ସଂ. ୟାବତ୍) — ଯାବତ୍ (ଦେଖ) — J̄ābat (See)
  • ଦେ. ଅ (ସଂ. ୟାବତ୍) — [ଉ—ଯାବତ ନ ପୂରେ ଉଦର, ତାବତ ଜ୍ଞାନ କାହିଁ ମୋର ? ଜଗନ୍ନାଥ. ଭାଗବତ।]
  • ଦେ. ଅ (ସଂ. ୟାବତ୍) — ଯାକେ; ଯାଏ; ପର୍ଯ୍ୟନ୍ତ — Till; upto
  • ଦେ. ଅ (ସଂ. ୟାବତ୍) — [ଉ—ଯାବତ କର୍ମଫଳ ପୂରେ ରହିଲେ ସେବକ ବେଭାରେ। ଭୂପତି. ପ୍ରେମପଞ୍ଚାମୃତ।]
  • ବିଣ — ସମୁଦାୟ — Whole of; all
  • ବିଣ — [ଉ— ସଂସାରେ ଯାବତ କଳଙ୍କ ତାର ଅଟୁ କରତା। ରାଧାନାଥ. ଚନ୍ଦ୍ରଭାଗା।]