ଯାବତ୍ J̄abat

  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯେତେ ଦିନ ଯାଏ; ଯେତେକ୍ଷଣ ପର୍ଯ୍ୟନ୍ତ — Till; untill; as long (as); till which (limit of time)
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯେତେ ସଂଖ୍ୟା ପର୍ଯ୍ୟନ୍ତ — As many as
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯେତେକ ପରିମାଣ ପର୍ଯ୍ୟନ୍ତ — As much as
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯେତେ ଆକାର ବା ଦୈର୍ଘ୍ୟ ପର୍ଯ୍ୟନ୍ତ; ଯେତେ ବଡ଼ — As great as
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯେତେକ; ସମୁଦାୟ — All whatever
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯାହାତକ; ଯେତେଦୂର ପର୍ଯ୍ୟନ୍ତ — As far as; upto
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯେଉଁ କ୍ଷଣିକା — As soon as; no sooner than; just us
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଯଦା; ଯେବ — If; when; while; as
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — [ଦ୍ର—ଏ ଶବ୍ଦ ତାବତ୍ ଶବ୍ଦର ବିନା ସାହାଯ୍ୟରେ ଅବ୍ୟୟରୂପେ ନିମ୍ନଲିଖିତ ଅର୍ଥମାନଙ୍କରେ ବ୍ୟବହୃତ ହୁଏ — Used in the following instances independently of J̄ābat
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — (ଯଥା
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ଅବଧାରଣ — Ascertainment
  • ସଂ. ଅ.—(ଯଦ୍=ଯେ + ପରିମାଣାର୍ଥ ବତ୍) (ଏହା ନାନା ଅର୍ଥରେ ବ୍ୟବହୃତ ହୁଏ ଓ ଏଥି ସଙ୍ଗେ ଆପେକ୍ଷିକ ରୂପେ ତାବତ୍ ବ୍ୟବହୃତ ହୁଏ) — ପ୍ରଶଂସା — Praiss