ଯାପନା J̄āpanā

  • ସଂ. ବି (ୟା ଧାତୁ ଣିଚ. ୟାପି ଧାତୁ+ଭାବ. ଅନ+ଆ) — ଯାପନ (ଦେଖ) — J̄āpana (See)
  • ସଂ. ବି (ୟା ଧାତୁ ଣିଚ. ୟାପି ଧାତୁ+ଭାବ. ଅନ+ଆ) — (କରଣ ଅନ+ଆ)—ଜୀବିକାନିର୍ବାହ ସକାଶେ କୌଣସି ବ୍ୟକ୍ତିକୁ ଦିଆଯିବା ଧନ (ହି. ଶ.) — Money-grant made to a person for maintenance
  • ସଂ. ବି (ୟା ଧାତୁ ଣିଚ. ୟାପି ଧାତୁ+ଭାବ. ଅନ+ଆ) — ବ୍ୟବହାର (ହି. ଶ) — Use