ଯାନକୀ J̄ānakī

  • ସଂ. ବିଣ—(ଯାନକ+ଅଛି ଅର୍ଥରେ ଇନ୍, ଭଞ୍ଜୀୟ ପ୍ରୟୋଗ) ଯାନାରୂଢ଼; ଯାନ ଚଢ଼ିଥିବା — Seated on a conveyance
  • ସଂ. ବିଣ—(ଯାନକ+ଅଛି ଅର୍ଥରେ ଇନ୍, ଭଞ୍ଜୀୟ ପ୍ରୟୋଗ) [ଉ—ବିହୀନ ଲକ୍ଷ୍ମଣେ ଯେହି ସହିତ ଲକ୍ଷ୍ମଣେ ସେହି ଯାନକୀ ନୋହି ଜାନକୀ ଆଶା। ଭଞ୍ଜ. ବୈଦେହୀଶ ବିଳାସ।]