ଯାତ ଉପାସ Jāta upāsa

  • ଦେ. ବି (ସଂ. ଯାତ୍ରା+ଉପବାସ) — ଜଗନ୍ନାଥ ମହା— ପ୍ରଭୃଙ୍କ ବା ଲିଙ୍ଗରାଜଙ୍କ ନିର୍ଦ୍ଦିଷ୍ଟ ଯାତ୍ରା ଦିବସ— ମାନଙ୍କରେ ମାନସିକ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବା ଉପବାସ କରିବା — Fasts and visits performed by certain devotees during the fixed festivals of Lord Jagannātha of Puri and Lord Liṅgarāja of Bhubaneswar
  • ଦେ. ବି (ସଂ. ଯାତ୍ରା+ଉପବାସ) — (ଦ୍ର—ଯାତ୍ରା ତଳେ ଟୀକା ଦେଖ।)