ଯାଜନ J̄ājana
- ସଂ. ବି— (ଯଜ୍ ଧାତୁ ଣିଚ୍=ଯାଜିଧାତୁ=ଯଜ୍ଞ କରାଇବା+ଭାବ ଅନ) ଅନ୍ୟ ଦ୍ୱାରା ଯଜ୍ଞତ୍ରିୟାର ସମ୍ପାଦନ — Causing the performance of a sacrifice by another
- ସଂ. ବି— (ଯଜ୍ ଧାତୁ ଣିଚ୍=ଯାଜିଧାତୁ=ଯଜ୍ଞ କରାଇବା+ଭାବ ଅନ) ଯଜ୍ଞର ପୌରୋହିତ୍ୟ — Officiating as a priest at a sacrifice; performing or conducting a sacrifice