ଯାଜକ J̄ājaka
- ସଂ. ବି (ଯଜ୍. ଧାତୁ=ଯଜ୍ଞ କରିବା; ପୂଜା କରିବା+କର୍ତ୍ତୃ. ଅକ) — ହୋତା; ଯାଜ୍ଞିକ — Performer of sacrifices
- ସଂ. ବି (ଯଜ୍. ଧାତୁ=ଯଜ୍ଞ କରିବା; ପୂଜା କରିବା+କର୍ତ୍ତୃ. ଅକ) — ଋତ୍ୱିକ୍; ପୁରୋହିତ — A priest; a person who officiates for a principal at a sacrifice
- ସଂ. ବି (ଯଜ୍. ଧାତୁ=ଯଜ୍ଞ କରିବା; ପୂଜା କରିବା+କର୍ତ୍ତୃ. ଅକ) — ରାଜହସ୍ତୀ — A king's elephant
- ସଂ. ବି (ଯଜ୍. ଧାତୁ=ଯଜ୍ଞ କରିବା; ପୂଜା କରିବା+କର୍ତ୍ତୃ. ଅକ) — ମତ୍ତହସ୍ତୀ — An elephant in rut
- ଦେ. ବି — ଧର୍ମପ୍ରଚାରକ — A missionary
- ଦେ. ବି — [ଦ୍ର—ଋତ୍ୱିକ୍ ଶବ୍ଦର ଅର୍ଥ ପୁରୋହିତ। ଯଜ୍ଞର ମୋକ୍ଷ ପୁରୋହିତ ଚାରିଜଣ, ହୋତା, ଅଧ୍ୱର୍ଯ୍ୟୁ, ବ୍ରାହ୍ମା, ଉଦ୍ଗାତା। ଏହାଙ୍କର ପ୍ରତ୍ୟେକଙ୍କର ଅଧୀନ ତିନିଜଣ ଋତ୍ୱିକ୍ ଥାଆନ୍ତି। ଏମାନଙ୍କର ମଧ୍ୟରୁ କେତେକ ଋଗ୍ବେଦୀ, କେତେକ ଯଜୁର୍ବେଦୀ। କେତେକ ସାମବେଦୀ ଓ କେତେକ ଅଥର୍ବବେଦୀ। ଏତଦ୍ଭିନ୍ନ ଅଥର୍ବବେଦରେ ଆହୁରି 7 ଜଣ ଯାଜକଙ୍କ ନାମ ମିଳେ। ସାଧାରଣତଃ ବେଦରେ 'ସପ୍ତହୋତା'ଙ୍କର ନାମ ଦେଖାଯାଏ, ଯଥା— — [ଦ୍ର—ଋତ୍ୱିକ୍ ଶବ୍ଦର ଅର୍ଥ ପୁରୋହିତ ଯଜ୍ଞର ମୋକ୍ଷ ପୁରୋହିତ ଚାରିଜଣ, ହୋତା, ଅଧ୍ୱର୍ଯ୍ୟୁ, ବ୍ରାହ୍ମା, ଉଦ୍ଗାତା ଏହାଙ୍କର ପ୍ରତ୍ୟେକଙ୍କର ଅଧୀନ ତିନିଜଣ ଋତ୍ୱିକ୍ ଥାଆନ୍ତି ଏମାନଙ୍କର ମଧ୍ୟରୁ କେତେକ ଋଗ୍ବେଦୀ, କେତେକ ଯଜୁର୍ବେଦୀ କେତେକ ସାମବେଦୀ ଓ କେତେକ ଅଥର୍ବବେଦୀ ଏତଦ୍ଭିନ୍ନ ଅଥର୍ବବେଦରେ ଆହୁରି7ଜଣ ଯାଜକଙ୍କ ନାମ ମିଳେ ସାଧାରଣତଃ ବେଦରେ 'ସପ୍ତହୋତା'ଙ୍କର ନାମ ଦେଖାଯାଏ, ଯଥା
- ଦେ. ବି — ଯଜମାନ—ଯେ ଯଜ୍ଞର ଅନୁଷ୍ଠାନ କରନ୍ତି, 2 । ହୋତା—ଯେ ମନ୍ତ୍ର ପାଠ କରନ୍ତି, 3 । ଉଦ୍ଗାତା—ଯେ ମନ୍ତ୍ର ଗାନ କରନ୍ତି, 4 । ପୋତା—ଯେ ହବ୍ୟ ପ୍ରସ୍ତୁତ କରନ୍ତି, 5 । ନେଷ୍ଟା—ଯେ ହବ୍ୟଙ୍କୁ ଅଗ୍ନିରେ ନିକ୍ଷେପ କରନ୍ତି, 6 । ବ୍ରହ୍ମା—ଯେ ସମୁଦାୟ ବିଷୟର ତତ୍ତ୍ୱାବଧାନ କରନ୍ତି, 7 । ରକ୍ଷ—ଯେ ଦ୍ୱାର ରକ୍ଷା କରନ୍ତି।] — ଯଜମାନ—ଯେ ଯଜ୍ଞର ଅନୁଷ୍ଠାନ କରନ୍ତି,2 ହୋତା—ଯେ ମନ୍ତ୍ର ପାଠ କରନ୍ତି,3 ଉଦ୍ଗାତା—ଯେ ମନ୍ତ୍ର ଗାନ କରନ୍ତି,4 ପୋତା—ଯେ ହବ୍ୟ ପ୍ରସ୍ତୁତ କରନ୍ତି,5 ନେଷ୍ଟା—ଯେ ହବ୍ୟଙ୍କୁ ଅଗ୍ନିରେ ନିକ୍ଷେପ କରନ୍ତି,6 ବ୍ରହ୍ମା—ଯେ ସମୁଦାୟ ବିଷୟର ତତ୍ତ୍ୱାବଧାନ କରନ୍ତି,7 ରକ୍ଷ—ଯେ ଦ୍ୱାର ରକ୍ଷା କରନ୍ତି]