ଯାଚନା J̄āchanā
- ସଂ. ବି (ଯାଚ ଧାତୁ=ଯାଚଞା କରିବା+ଭାବ. ଅନ+ ସ୍ତ୍ରୀ. ଆ) — ପ୍ରାର୍ଥନା — Entreaty; petitioning
- ସଂ. ବି (ଯାଚ ଧାତୁ=ଯାଚଞା କରିବା+ଭାବ. ଅନ+ ସ୍ତ୍ରୀ. ଆ) — [ଉ—ଦାରୁଦୁବଙ୍କର ସମହିତକର ଅଟ, ତେଣୁ ଏ ଯାଚନ ହେ। ରାଧାନାଥ. ମେଘଦୂତ।]
- ସଂ. ବି (ଯାଚ ଧାତୁ=ଯାଚଞା କରିବା+ଭାବ. ଅନ+ ସ୍ତ୍ରୀ. ଆ) — ଭିକ୍ଷା — Begging
- ସଂ. ବି (ଯାଚ ଧାତୁ=ଯାଚଞା କରିବା+ଭାବ. ଅନ+ ସ୍ତ୍ରୀ. ଆ) — (+କରଣ ଅନ; +ଆ)—ଦରଖାସ୍ତ — A petition (Apte)