ଯାଚନକ J̄āchanaka

  • ସଂ. ବି. ପୁଂ (ଯାଚ ଧାତୁ+କର୍ତ୍ତୃ. ଅନ+କଣ୍) — ଯାଚକ; ଭିକ୍ଷୁକ — Beggar
  • ସଂ. ବି. ପୁଂ (ଯାଚ ଧାତୁ+କର୍ତ୍ତୃ. ଅନ+କଣ୍) — ଦରଖାସ୍ତକାରୀ ବ୍ୟକ୍ତି — A petitioner
  • ସଂ. ବି. ପୁଂ (ଯାଚ ଧାତୁ+କର୍ତ୍ତୃ. ଅନ+କଣ୍) — କ୍ଳୀ (ଯାଚ୍ ଧାତୁ+ଭାବ. ଅନ+କଣ୍)—ପ୍ରାର୍ଥନା — Entreaty