ଯାକୁ J̄āku

  • ଦେ. ସର୍ବ.—(ସଂ. ଯଦ୍ ଶବ୍ଦର 2 ୟା ବିଭକ୍ତି 1 ବ) — ଯାହାକୁ — Whom
  • ଦେ. ସର୍ବ.—(ସଂ. ଯଦ୍ ଶବ୍ଦର 2 ୟା ବିଭକ୍ତି 1 ବ) — (ଉ—ଯାକୁ ମିଳିବ ଦିବ୍ୟ ଶାଳି ଅନ୍ନ, ତାର ବଗଡ଼ା ଭାତେ କାହିଁ ମନ।)