ଯହିଁ J̄ahiñ

  • ଦେ. ସର୍ବ—(ସଂ. ଯତ୍ରହି; ପ୍ରା. ଯହିଁ) — ଯେଉଁଠାରେ; ଯାହାଁ; ଯାହିଁ — Where
  • ଦେ. ସର୍ବ—(ସଂ. ଯତ୍ରହି; ପ୍ରା. ଯହିଁ) — ଯାହା ଉପରେ — On which; on whom
  • ଦେ. ସର୍ବ—(ସଂ. ଯତ୍ରହି; ପ୍ରା. ଯହିଁ) — [ଉ—ଗଛର ଛାଇ, ମଣିଷ ହାଇ, ଯହିଁ ପଡ଼େ ତହିଁ ମିଳେଇ ଯାଇ। ଢଗ।]
  • ଦେ. ସର୍ବ—(ସଂ. ଯତ୍ରହି; ପ୍ରା. ଯହିଁ) — ଯେଉଁ ବିଷୟରେ — In which matter
  • ଦେ. ସର୍ବ—(ସଂ. ଯତ୍ରହି; ପ୍ରା. ଯହିଁ) — [ଦ୍ର—ଯଦ୍ ଶବ୍ଦର ଓଡ଼ିଆ ପ୍ରଥମା ବିଭକ୍ତି ଏକ ବଚନରେ ଯେ (ବ୍ୟକ୍ତି) ଓ ଯାହା (ବସ୍ତୁ, ବିଷୟ) ହୁଏ ଓ ସପ୍ତମୀ ବିଭକ୍ତି 1 ବଚନରେ ଯହିଁ, ଯହିଁରେ ହୁଏ। 'ଯହିଁ' ଆକାର ପ୍ରଥମା ବିଭକ୍ତି 1 ବଚନରେ ବ୍ୟବହୃତ ହୁଏ ନାହିଁ କିନ୍ତୁ ଯହିଁ ଶବ୍ଦ ସଙ୍ଗେ 2 ୟା ବିଭକ୍ତିର 'କି, କୁ', 3 ୟା ବିଭକ୍ତିରେ 'ଦ୍ୱାରା', 5 ମୀ ବିଭକ୍ତିରେ 'ରୁ' 6 ଷ୍ଠୀରେ 'ର' ଓ 7 ମୀରେ 'ରେ' ଯୁକ୍ତ ହୁଏ। 'ଯହିଁ' ଶବ୍ଦ ସଙ୍ଗେ 'ପାଇଁ, ନିମନ୍ତେ, ଯୋଗୁଁ' ଆଦି ମଧ୍ୟ ଯୁକ୍ତ ହୁଏ।] — [ଦ୍ର—ଯଦ୍ ଶବ୍ଦର ଓଡ଼ିଆ ପ୍ରଥମା ବିଭକ୍ତି ଏକ ବଚନରେ ଯେ (ବ୍ୟକ୍ତି) ଓ ଯାହା (ବସ୍ତୁ, ବିଷୟ) ହୁଏ ଓ ସପ୍ତମୀ ବିଭକ୍ତି1ବଚନରେ ଯହିଁ, ଯହିଁରେ ହୁଏ 'ଯହିଁ' ଆକାର ପ୍ରଥମା ବିଭକ୍ତି1ବଚନରେ ବ୍ୟବହୃତ ହୁଏ ନାହିଁ କିନ୍ତୁ ଯହିଁ ଶବ୍ଦ ସଙ୍ଗେ2ୟା ବିଭକ୍ତିର 'କି, କୁ',3ୟା ବିଭକ୍ତିରେ 'ଦ୍ୱାରା',5ମୀ ବିଭକ୍ତିରେ 'ରୁ'6ଷ୍ଠୀରେ 'ର' ଓ7ମୀରେ 'ରେ' ଯୁକ୍ତ ହୁଏ 'ଯହିଁ' ଶବ୍ଦ ସଙ୍ଗେ 'ପାଇଁ, ନିମନ୍ତେ, ଯୋଗୁଁ' ଆଦି ମଧ୍ୟ ଯୁକ୍ତ ହୁଏ]