ଯସ୍ୟ J̄asya

  • ସଂ. ବିଣ. (ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ୟ) — ଅଧ୍ୟବସାୟ ଦ୍ୱାରା କରଣୀୟ — Performable with perseverance
  • ସଂ. ବିଣ. (ଯସ୍ ଧାତୁ=ଚେଷ୍ଟା କରିବା+କର୍ମ. ୟ) — (ଜସ୍ ଧାତୁ=ବଧ କରିବା+ଯ, ନିପାତ ନ) ହନନୀୟ — Deserving to be killed