ଯସବ୍ J̄asab

  • ବୈଦେ. ବି. (ଆ) — ଏକ ପ୍ରକାର ଆନୀଳ ପଥର — A kind of greenish stone
  • ବୈଦେ. ବି. (ଆ) — [ବ୍ର—ଏହା ଚୀନ୍ରେ ଓ ଲଙ୍କାରେ ମିଳେ। ଏହାକୁ ଲୋକେ ତାବିଜ ଭଳି ଛାତିରେ ପିନ୍ଧନ୍ତି। ଏ ପଥର ପିନ୍ଧିବା ଲୋକ ରୋଗମୁକ୍ତ ହୁଏ ଓ ତାଠାରେ ବଜ୍ର ପଡ଼େ ନାହିଁ—ହି. ଶ]