ଯଶ J̄aṡa
- ଦେ. ବି. (ସଂ. ଯଶଃ) — ଯଶଃ (ଦେଖ) — J̄aṡaḥ (See)
- ଦେ. ବି. (ସଂ. ଯଶଃ) — (ଉ—ଯାହାର ଯଶ ପୁଣ୍ୟଶ୍ଳୋକେ, ମୁଖେ ଭଣନ୍ତି ସର୍ବ ଲୋକେ—ଜଗନ୍ନାଥ. ଭାଗବତ।)
- ଦେ. ବି. (ସଂ. ଯଶଃ) — [ଦ୍ର—ମନିଆର୍ ୱିଲିଆମ୍ସ୍ ତାଙ୍କ ଶବ୍ଦକୋଶରେ 'ଯଶ' ଶବ୍ଦକୁ ଯଶସ୍ ଶବ୍ଦର ଗୋଟିଏ ରୂପ ବୋଲି ନିର୍ଦ୍ଦେଶ କରିଅଛନ୍ତି।]
- ଦେ. ବି. (ସଂ. ଯଶଃ) — ବାହାଦୁରୀ; ପ୍ରଶଂସା; ପୁରୁଷାର୍ଥ — Praise; credit