ଯଯୀ J̄aj̄ī

  • ସଂ. ବି. ପୁଂ. (ଯା ଧାତୁ=ଗମନ କରିବା + ସଂଜ୍ଞାର୍ଥେ. ଈ, ଇ, ଦ୍ୱିତୁ, ନିପାତନ) — ଶିବ; ମହାଦେବ — Ṡiba
  • ସଂ. ବି. ପୁଂ. (ଯା ଧାତୁ=ଗମନ କରିବା + ସଂଜ୍ଞାର୍ଥେ. ଈ, ଇ, ଦ୍ୱିତୁ, ନିପାତନ) — (+ ଅଧିକରଣ ଈ) ପଥ; ରାସ୍ତା — Road
  • ସଂ. ବି. ପୁଂ. (ଯା ଧାତୁ=ଗମନ କରିବା + ସଂଜ୍ଞାର୍ଥେ. ଈ, ଇ, ଦ୍ୱିତୁ, ନିପାତନ) — (+ କରଣ ଈ) ଘୋଡ଼ା (ହି. ଶ.) — Horse