ଯମୁନୀ J̄amunī

  • ଗ୍ରା. ବି. ସ୍ତ୍ରୀ — ଯମୁନା ନାମ୍ନୀ ସ୍ତ୍ରୀର ଡାକ ନାମ — Name of calling women named J̄amunā
  • ଦେ. ବି. — ହିମାଳୟରୁ ଉତ୍ପନ୍ନ ହୋଇ ନେପାଳ ଓ ଦ୍ୱାରଭଙ୍ଗା ଦେଇ ଗଙ୍ଗାର ଉପନଦୀ ବାଘମତୀ ନଦୀରେ ମିଳିଥିବା ଛୋଟ ନଦୀ — Name of a small river passing through Nepal and Darbhanga and falling the Baghmati (which is a tributory of the Ganges.)