ଯମୀ J̄amī
- ସଂ. ବି. ସ୍ତ୍ରୀ— (ଯମ + ସ୍ତ୍ରୀ. ଈ) — ଯମଙ୍କ ଭଉଣୀ ଯମୁନାନଦୀ — The river J̄amunā
- ସଂ. ବିଣ. ପୁଂ. (ଯମିନ୍; ଯମ + ଅସ୍ତ୍ୟର୍ଥେ ଇନ୍) — ଜିତେନ୍ଦ୍ରିୟ; ସଂଯମବିଶିଷ୍ଟ — Self-controlled
- ସଂ. ବିଣ. ପୁଂ. (ଯମିନ୍; ଯମ + ଅସ୍ତ୍ୟର୍ଥେ ଇନ୍) — (ସ୍ମୃତିବାକ୍ୟ—ଅହିଂସା ସତ୍ୟ— ମସ୍ତେୟଂ ବ୍ରହ୍ମଚର୍ଯ୍ୟମକଳ୍ମଷଂ। ଇତି ପଞ୍ଚ ଯମା ଯେକ୍ଷା ସନ୍ତୀତି ଯମିନଃ ସ୍ମତାଃ।)